Advertisement

Main Ad

#କବୀର_ସାହେବଙ୍କ_ପରିଚୟ Kabir is God

#କବୀର_ସାହେବଙ୍କ_ପରିଚୟ

 Kabir is God


ଇତିହାସ ସାକ୍ଷୀ ଅଛି ଯେ କବୀର ପରମାତ୍ମା ଖଣ୍ଡେ ରୁଟି ବଦଳରେ ତୈମୁରଲଙ୍ଗକୁ ୭ ପିଢ଼ିର ରାଜ୍ୟ ଦେଇଥିଲେ।
ରୋଟି ତୈମୁରଲଙ୍ଗ କୁଁ ଦିହ୍ନୀ, ତାତେଁ ସାତ ବାଦଶାହୀ ଲିହ୍ନୀ।।
#କବୀର_ସାହେବଙ୍କ_ପରିଚୟ
 Kabir is God
#कबीरसाहेब_की_पहचान 


#କବୀର_ସାହେବଙ୍କ_ପରିଚୟ
 Kabir is God



*#କବୀର_ସାହେବଙ୍କ_ପରିଚୟ*

 Kabir is God

🏮କବୀର ପରମେଶ୍ବର ଚାରି ଯୁଗରେ ଆସନ୍ତି। ଦ୍ଵାପର ଯୁଗରେ ପରମାତ୍ମା, ଇନ୍ଦ୍ରମତିକୁ ମଧ୍ୟ ଶରଣକୁ ନେଇଥିଲେ ଏବଂ ଅବିନାଶୀ ସ୍ଥାନ ସତଲୋକ ପ୍ରାପ୍ତ କରାଇଲେ।

🏮ପୂର୍ଣ୍ଣ ପରମାତ୍ମା କବୀର ସାହେବ ଚାରି ଯୁଗରେ ଆସି ନିଜ ପ୍ରିୟ ଆତ୍ମମାନଙ୍କୁ ଭେଟିଥାନ୍ତି ଯେଉଁମାନଙ୍କ ବିଷୟରେ ସମସ୍ତ ସଦଗ୍ରନ୍ଥ ପ୍ରମାଣ ଦେଇଥାଏ। କବୀର ସାହେବ ଜୀ କହିଛନ୍ତି ଯେ:-
ଚାରୋଁ ୟୁଗ ମେରେ ସନ୍ତ ପୁକାରେ, କୁକ କହା ହମ ହେଲ ରେ।।
ହୀରେ ମାନିକ ମୋତୀ ବରସେ, ୟହ ଜଗ ଚୁଗତା ଢ଼େଲ ରେ।।।

🏮 ଆଦରଣୀୟ ଗରୀବଦାସଜୀ ମହାରାଜଙ୍କୁ ପରମେଶ୍ୱର କବୀରଜୀ ୧୦ ବର୍ଷ ବୟସରେ ଗାଈ ଚରାଉଥିବା ସମୟରେ ୧୭୨୭ ମସିହାରେ ଛୁଡାନୀ ଗ୍ରାମରେ କ୍ଷେତ ମଧ୍ୟରେ ଭେଟି ନିଜ ପରିଚିୟ ଦେଇଥିଲେ ସେତେବେଳେ ତାଙ୍କୁ କହିଥିଲେ ଯେ :-

ହମ ସୁଲତାନୀ ନାନକ ତାରେ, ଦାଦୁ କୋ ଉପଦେଶ ଦିୟା।
ଜାତି ଜୁଲାହା ଭେଦ ନ ପାୟା, କାଶୀ ମାହେ କବୀର ହୁଆ।।

🏮ଋଗବେଦ ମଣ୍ଡଳ ୯ ସୂକ୍ତ ୮୨ ମନ୍ତ୍ର ୧-୨ ରେ କୁହାଯାଇଛି ଯେ କବିର୍ଦେବ(କବୀର ପରମେଶ୍ୱର) ଦୃଢ଼ ଭକ୍ତମାନଙ୍କୁ ବିଜୁଳି ବେଗରେ ଆସି ପ୍ରାପ୍ତ ହୁଅନ୍ତି ଏବଂ ତତ୍ତ୍ୱଜ୍ଞାନ ପ୍ରଦାନ କରିଥାନ୍ତି।

🏮ପରମେଶ୍ୱର କବୀରଜୀ ଚାରି ଯୁଗରେ ଆସନ୍ତି।

ସତୟୁଗ ମେଁ ସତସୁକୃତ କହ ଟେରା, ତ୍ରେତା ନାମ ମୁନିନ୍ଦ୍ର ମେରା।
ଦ୍ୱାପର ମେଁ କରୁଣାମୟ କହାୟା, କଲୟୁଗ ନାମ କବୀର ଧରାୟା।।

🏮ଇତିହାସ ସାକ୍ଷୀ ଅଛି ଯେ କବୀର ପରମାତ୍ମା ଖଣ୍ଡେ ରୁଟି ବଦଳରେ ତୈମୁରଲଙ୍ଗକୁ ୭ ପିଢ଼ିର ରାଜ୍ୟ ଦେଇଥିଲେ।
ରୋଟି ତୈମୁରଲଙ୍ଗ କୁଁ ଦିହ୍ନୀ, ତାତେଁ ସାତ ବାଦଶାହୀ ଲିହ୍ନୀ।।

🏮ଯେଉଁ କବିର୍ଦେବ/କବୀର ସାହେବ/ହକ୍କା କବୀର/କବୀରନ/ଖବୀରା/କବିଙ୍କ ପ୍ରମାଣ ଶାସ୍ତ୍ର (ବେଦ, ଗୀତା, କୁରାନ,ବାଇବେଲ, ଗୁରୁଗ୍ରନ୍ଥ ସାହିବ)ରୁ ମିଳିଥାଏ ସେ ଆଉ କେହି ନୁହେଁ ବରଂ ପୂର୍ଣ୍ଣ ପରମାତ୍ମା କବୀର ସାହେବ ହିଁ ଅଟନ୍ତି ଯିଏ ୬୦୦ ବର୍ଷ ପୂର୍ବେ କାଶୀକୁ ଆସିଥିଲେ। ଯିଏ ସତ୍ୟଭକ୍ତି ଓ ସମାଜ ସୁଧାର ମାର୍ଗ ବତାଇଥିଲେ।

🏮କଳିଯୁଗରେ ସ୍ୱାମୀ ରାମାନନ୍ଦଜୀଙ୍କୁ କବୀର ପରମେଶ୍ୱର ଭେଟିଥିଲେ। ସ୍ୱାମୀ ରାମାନନ୍ଦଜୀ ନିଜ ବାଣୀରେ ବର୍ଣ୍ଣନା କରିଛନ୍ତି। 

"ତହାଁ ବହାଁ ଚକ୍ରିତ ଭୟା, ଦେଖି ଫଜଲ ଦରବାର।
ଗରୀବଦାସ ସିଜଦା କିୟା, ହମ ପାୟେ ଦୀଦାର।।
ବୋଲତ ରାମାନନ୍ଦ ଜୀ ସୁନ କବୀର କରତାର।।
ଗରୀବଦାସ ସବ ରୂପ ମେଁ ତୁମହୀ ବୋଲନହାର।।

🏮କବୀର ପରମାତ୍ମା ନାମଦେବଙ୍କୁ ମଧ୍ୟ ନିଜ ଶରଣକୁ ନେଇଥିଲେ। 
ପରମାତ୍ମା ପ୍ରାପ୍ତ ସନ୍ଥ ନାମଦେବ ତିନି ନାମର ଭେଦ ଏହି ପ୍ରକାର କହିଛନ୍ତି -
ନାମା ଛିପା ଓମ୍ ତାରୀ, ପୀଛେ ସୋହମ୍ ଭେଦ ବିଚାରୀ।
ସାର ଶବ୍ଦ ପାୟା ଜଦ ଲୋଈ, ଆବାଗବନ ବହୁରି ନ ହୋଈ।

🏮ତ୍ରେତୟା ଯୁଗରେ କବୀର ପରମେଶ୍ୱର "ମୁନିଦ୍ର ଋଷି"ଙ୍କ ରୂପରେ ଆସିଥିଲେ। ସେହି ସମୟରେ ନଳ-ନୀଳ ଏବଂ ହନୁମାନଜୀଙ୍କୁ ନିଜର ସତ୍ୟଜ୍ଞାନ ବତାଇ ନିଜ ଶରଣକୁ ନେଲେ ଏବଂ ନିଜ ଆଶୀର୍ବାଦ ଦ୍ଵାରା ନଳ-ନୀଳଙ୍କର ଶାରୀରିକ ଓ ମାନସିକ ରୋଗ ଠିକ୍ କରିଥିଲେ।

🏮କଳିଯୁଗରେ କବୀର ପରମେଶ୍ୱର ହିଁ ବିଟ୍ଠଲ ରୂପରେ ପ୍ରକଟ ହୋଇ ନାମଦେବଜୀଙ୍କ ରୁଟି ଖାଇଥିଲେ ଏବଂ ତାଙ୍କ ଭକ୍ତି ଓ ଶ୍ରଦ୍ଧାରେ ମୁଗ୍ଧ ହୋଇ ମନ୍ଦିରର ମୁଖଶାଳାକୁ ବୁଲେଇ ଦେଇଥିଲେ।

ବିଟ୍ଠଲ ହୋକର ରୋଟି ଖାଈ, ନାମଦେଵ କୀ କଲା ବଢ଼ାଈ।
ପୁଣ୍ଡରପୁର ନାମା ପ୍ରବାନ, ଦେବଲ ଫେର ଛିବା ଦଈ ଛାନା।।

🏮ସୃଷ୍ଟିର ରଚୟିତା କବୀର ସାହେବ

ଅନନ୍ତ କୋଟି ବ୍ରହ୍ମାଣ୍ଡ କା, ଏକ ରତି ନହିଁ ଭାର।
ସତଗୁରୁ ପୁରୁଷ କବୀର ହୈଁ, କୁଲ କେ ସିରଜନ ହାର।।

କବୀର ପରମାତ୍ମା ହିଁ ସ୍ୱୟଂ ପୂର୍ଣ୍ଣ ପରମାତ୍ମା ଅଟନ୍ତି, ସେ ହିଁ ସମସ୍ତ ବ୍ରହ୍ମାଣ୍ଡର ରଚୟିତା ଅଟନ୍ତି।

🏮କବୀରଜୀ ଚାରି ଯୁଗରେ ନିଜର ପ୍ରିୟ ଆତ୍ମାମାନଙ୍କୁ ପାରି କରିବାକୁ ଆସନ୍ତି 
ପରମାତ୍ମା କବୀରଜୀ ସତ୍ୟଯୁଗରେ ସତ୍ ସୂକୃତ ନାମରେ ପ୍ରକଟ ହୋଇଥିଲେ। ସେହି ସମୟରେ ନିଜର ଜଣେ ପ୍ରିୟ ଆତ୍ମା ସହତେଜୀଙ୍କୁ ନିଜର ଶିଷ୍ୟ କରି, ଅମୃତ ଜ୍ଞାନ ବୁଝାଇ ସତ୍ୟଲୋକବାସୀ କରିଥିଲେ।

🏮ସତ୍ୟଯୁଗରେ ପରମେଶ୍ୱର କବିର୍ଦେବଜୀ ସତ୍ ସୂକୃତ ରୂପରେ ମହର୍ଷି ମନୁଙ୍କୁ ମଧ୍ୟ ତତ୍ତ୍ଵଜ୍ଞାନ ବୁଝାଇବାକୁ ଚାହିଁଥିଲେ କିନ୍ତୁ ଶ୍ରୀ ମନୁଜୀ ପରମେଶ୍ବରଙ୍କ ଜ୍ଞାନକୁ ଅସତ୍ୟ ଭାବି, ବ୍ରହ୍ମାଜୀଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ଉପରେ ଆରୁଢ଼ ହୋଇ ପରମେଶ୍ୱର ସତ୍ ସୂକୃତଜୀଙ୍କୁ ଉପହାସ କରିବାକୁ ଲାଗିଲେ ଏବଂ ପରମେଶ୍ୱର ସତ୍ ସୂକୃତଙ୍କ ନାମ "ବାମଦେବ" ରଖିଲେ।

🏮କବୀର ପରମେଶ୍ୱର, ନରସିଂହ ରୂପ ଧାରଣ କରି ପ୍ରହଲ୍ଲାଦର ରକ୍ଷା କରିଥିଲେ ଏବଂ ତାଙ୍କ ପିତା ହୀରଣକଶ୍ୟପର ବଦ୍ଧ କରିଥିଲେ। କବୀର ପରମେଶ୍ୱର ପ୍ରତି କ୍ଷଣରେ ନିଜ ଦୃଢ଼ ଭକ୍ତମାନଙ୍କର ରକ୍ଷା କରିଥାନ୍ତି।



#କବୀର_ସାହେବଙ୍କ_ପରିଚୟ

 Kabir is God



एक टिप्पणी भेजें

0 टिप्पणियाँ